Indus Valley Times

ବିସ୍ପୋରଣ ପ୍ରସଙ୍ଗ: ତଦନ୍ତ ନସରିବା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ସିଲ୍‌

 Breaking News

ବିସ୍ପୋରଣ ପ୍ରସଙ୍ଗ: ତଦନ୍ତ ନସରିବା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ସିଲ୍‌

October 12
11:41 2020

ଭୁବନେଶ୍ୱର,୧୨/୧୦ : ରାଜଭବନ ନିକଟ ପେଟ୍ରୋ ଲପମ୍ପ ବିସ୍ଫୋରଣ ଘଟଣାର ତଦନ୍ତ କରୁଛି କମିସନରେଟ ପୁଲିସ । ରବିବାର ଦିନ ପେଟ୍ରୋଲ ପମ୍ପକୁ ସିଲ୍ କରାଯାଇଛି । ତଦନ୍ତ ନ ସରିବା ପର‌୍ୟ୍ୟନ୍ତ ଏହା ବନ୍ଦ ରହିବ ବୋଲି ଡିସିପି ଡ. ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ସିସିଟିଭିକୁ ପୁଲିସ ପକ୍ଷରୁ ଯାଞ୍ଚ କରାଯାଇଛି। ତେବେ ସିସିଟିଭିରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ତାକୁ ନେଇ ପୁଲିସ ତର୍ଜମା ଆରମ୍ଭ କରିଥିଲେ ମଧ୍ୟ ବିଶେଷଜ୍ଞଙ୍କ ମତାମତ ଆବଶ୍ୟକ ବୋଲି ଡିସିପି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031