ବୈାଦ୍ଧ: ବିଜେପି ପକ୍ଷରୁ ସାମୁହିକ ଦୀପଦାନ
August 04
19:24
2020
କମ୍ଭୁ ଧର ଖେତୀ ଙ୍କ ରିପୋର୍ଟ
ବୈାଦ୍ଧ,୪/୮: ବୈାଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ସହରରେ ଓ ଜିଲ୍ଲାର ୧୦ ଗୋଟି ମଣ୍ଡଳରେ ଥିବା ବିଭିନ୍ନ ମନ୍ଦିରରେ ପୂଜା କରିବା ସହିତ ସାମୁହିକ ଦୀପଦାନ କରାଯାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନାରୁ ଶୀଘ୍ର ଆରୋଗ୍ୟ କାମନା କରିବା ସହ ସମୁହ ଦୀପଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ରଚରଣ ପାତ୍ର, ବରିଷ୍ଠ ନେତା କହ୍ନେଇ ଚରଣ ଡାଙ୍ଗ, ସୁଶାନ୍ତ ପ୍ରଧାନ, ପ୍ରେମାନନ୍ଦ ମିଶ୍ର, ତାପସ ପଟ୍ଟନାୟକ, ମନରଂଜନ ସେଠୀ, ସତ୍ୟାନନ୍ଦ ପାଣ୍ଡେ, ଅଟଳ ପ୍ରଧାନ, ଅନିଲ ପ୍ରଧାନ, ନିରଞ୍ଜନ କର୍ଣ୍ଣ, ସୁଶାନ୍ତ ବାଘ, ମାଗୁଣୀ ଗାଇଗୈାରିଆ, ଅକ୍ଷୟ ସାହୁ, ଶ୍ୟାମସୁନ୍ଦର ପୁରୋହିତ ପ୍ରମୁଖ ଯୋଗଦେଇଥିଲେ ।