Indus Valley Times

ବୈାଦ୍ଧ : ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ

 Breaking News

ବୈାଦ୍ଧ : ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ

ବୈାଦ୍ଧ : ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ
July 27
23:17 2020

କମ୍ଭୁ ଧର ଖେତୀ ଙ୍କ ରିପୋର୍ଟ

ବୈାଦ୍ଧ,୨୭/୭: ବୈାଦ୍ଧ ଜିଲ୍ଲାରୁ ସୋମବାର ଦିନ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସହରର ବ୍ରାହ୍ଣଣ ସାହିର ମା ଓ ଝିଅ ୨ ଜଣ, ପୋଡାପୋଡାରୁ ଜଣେ ଓ ବୁଟୁପାଲିରୁ ଜଣେ ଓ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସମସ୍ତ ଆକ୍ରାନ୍ତ ଗତ ୧୭ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ କେୟାର ସେଣ୍ଟରରେ ଚିକିତ୍ସା କରାଯାଉଥିଲା । ସୋମବାର ଦିନ ସେମାନେ ସୁସ୍ଥ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031