Indus Valley Times

ବୋଟ୍ ରେସ୍ ବେଳେ ୨୫ ମହିଳା ଯାତ୍ରୀଙ୍କୁ ନେଇ ବୁଡ଼ିଲା ଡଙ୍ଗା

 Breaking News

ବୋଟ୍ ରେସ୍ ବେଳେ ୨୫ ମହିଳା ଯାତ୍ରୀଙ୍କୁ ନେଇ ବୁଡ଼ିଲା ଡଙ୍ଗା

ବୋଟ୍ ରେସ୍ ବେଳେ ୨୫ ମହିଳା ଯାତ୍ରୀଙ୍କୁ ନେଇ ବୁଡ଼ିଲା ଡଙ୍ଗା
July 03
20:18 2023

କେରଳ,୩/୭: କେରଳର ଅଲପୁଝାରେ ସୋମବାର ନୌ-ଚାଳନା ପ୍ରତିଯୋଗିତା ଚାଲିଥିବା ବେଳେ ଏକ ଡଙ୍ଗା ବୁଡ଼ି ଯାଇଛି। ଡଙ୍ଗାଟିରେ ୨୫ ଜଣ ମହିଳା ଥିଲେ। ଖବର ଲେଖାଯିବା ବେଳକୁ ଉଦ୍ଧାର କାର‌୍ୟ୍ୟ ଜାରି ରହିଥିଲା।
ଏହି ଦୁର୍ଘଟଣା ଘଟିବା ପରେ ନୌ-ଚାଳନା ପ୍ରତିଯୋଗିତାକୁ ବନ୍ଦ କରି ଦିଆଯାଇଥିଲା।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930