Indus Valley Times

ବୌଦ୍ଧ: ପଲ୍ଲୀ ବିକାଶ ପରିଷଦ ପକ୍ଷରୁ ଜାତୀୟ ହାତଧୁଆ ଦିବସ ପାଳିତ

 Breaking News

ବୌଦ୍ଧ: ପଲ୍ଲୀ ବିକାଶ ପରିଷଦ ପକ୍ଷରୁ ଜାତୀୟ ହାତଧୁଆ ଦିବସ ପାଳିତ

October 16
14:36 2020

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୧୫/୧୦: ଜାତୀୟ ହାତଧୁଆ ଦିବସ ପାଳନ ଅବସରରେ ଗୁରୁବାର ଦିନ ପଲ୍ଲୀ ବିକାଶ ପରିଷଦ ପକ୍ଷରୁ ବଘିଆପଡା ପଞ୍ଚାୟତର ମାଝିସାହି ଠାରେ ଜାତୀୟ ହାତଧୁଆ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଆଶା କର୍ମୀ ମାଳତୀ ଦେହୁରୀ, ଅଙ୍ଗନୱାଡି କର୍ମୀ ମମତା ନାଏକ ଯୋଗଦେଇଥିଲେ । ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ସଂପାଦକ ପ୍ରଫୁଲ୍ଲ ଦୀପ କରୋନା ମହାମାରୀରୁ ମୁକ୍ତି ପାଇବା ପାଇଁ ହାତଧୁଆର ଆବଶ୍ୟକତାଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଚତୃର୍ଭୂଜ ପ୍ରଧାନ, ପ୍ରଶାନ୍ତ ପାତ୍ର, ଚନ୍ଦନ ବେହେରା, ସୈାମ୍ୟ ରଂଜନ ଦୀପ, ଚିତ୍ତରଂଜନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031