Indus Valley Times

ବ୍ରିଜ ବାଡ଼ାରେ ବସିଥିବା ନାବାଳକକୁ ପିଟି ତଳକୁ ଖସିଲା ଟିପ୍ପର

 Breaking News

ବ୍ରିଜ ବାଡ଼ାରେ ବସିଥିବା ନାବାଳକକୁ ପିଟି ତଳକୁ ଖସିଲା ଟିପ୍ପର

ବ୍ରିଜ ବାଡ଼ାରେ ବସିଥିବା ନାବାଳକକୁ ପିଟି ତଳକୁ ଖସିଲା ଟିପ୍ପର
April 30
12:23 2024

ଢେଙ୍କାନାଳ,୩୦/୪: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସନ୍ଥପୁର – ବଜୁରିଆ ରାସ୍ତାର ଡଉଁରି ନାଳ ପୋଲ ଠାରେ ୩୦ତାରିଖ ପୂର୍ବାହ୍ନ ୯ଟା ବେଳେ ଏକ ବାଲି ବୋଝେଇ ଟିପ୍ପର ପୋଲ ଉପରେ ଠିଆହୋଇ ଥିବା ପିଲାମାନଙ୍କୁ ଧକ୍କା ଦେଇ ୩୦ଫୁଟ ତଳକୁ ଖସି ପଡ଼ିଛି।
ଫଳରେ ଟିପ୍ପର ତଳେ କିଛି ପିଲା ଚାପି ହୋଇଥିବା ସୂଚନା ମିଳିଛି। ଡ୍ରାଇଭରକୁ ଲୋକମାନେ ଟିପର ଭିତରୁ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031