Indus Valley Times

ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ୨୦ ଲକ୍ଷ ଟଙ୍କାର କରିଥିଲେ ଠକେଇ !

 Breaking News

ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ୨୦ ଲକ୍ଷ ଟଙ୍କାର କରିଥିଲେ ଠକେଇ !

ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ୨୦ ଲକ୍ଷ ଟଙ୍କାର କରିଥିଲେ ଠକେଇ !
March 21
10:34 2024

କନ୍ଧମାଳ,୨୧/୩: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ ରସାନନ୍ଦ କର । ନ୍ୟାଶନାଲ ପେନସନ ସ୍କିମ ଟଙ୍କା ହଡପ ଅଭିଯୋଗରେ ବିଇଓ ରସାନନ୍ଦଙ୍କୁ ଉଠାଇ ନେଇଛି ଫୁଲବାଣୀ ଭିଜିଲାନ୍ସ । ବିଇଓ ସ୍କିମର ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି ।
ସେ ଏହି ପେନସନ ଟଙ୍କାକୁ ହଡପ କରି ଶେୟାର ମାର୍କେଟରେ ଲଗାଇଥବା ଜଣାପଡିଛି । ସରକାରୀ ଅର୍ଥ ହେରଫେର ମାମଲାରେ ରସାନନ୍ଦଙ୍କୁ ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ ଟିମ । ଶିକ୍ଷକଙ୍କ ଅଭିଯୋଗ ପରେ ବିଇଓଙ୍କୁ ଉଠାଇ ନେଇଛି ଭିଜିଲାନ୍ସ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031