Legatus

ଭିଜିଲାନ୍ସ ଜାଲରେ ତହସିଲ ଅଫିସ୍ ବରିଷ୍ଠ ରାଜସ୍ବ ସହାୟକ, ଲାଞ୍ଚ ନେବାବେଳେ ଧରାପଡିଲେ

 Breaking News

ଭିଜିଲାନ୍ସ ଜାଲରେ ତହସିଲ ଅଫିସ୍ ବରିଷ୍ଠ ରାଜସ୍ବ ସହାୟକ, ଲାଞ୍ଚ ନେବାବେଳେ ଧରାପଡିଲେ

May 12
17:35 2023

ଭୁବନେଶ୍ବର,୧୨/୫: ଲାଞ୍ଚ ନେବା ମାମଲାରେ ଅନୁଗୁଳ ତହସିଲ ଅଫିସର ପୂର୍ବତନ କନିଷ୍ଠ କିରାଣି ପଙ୍କଜିନୀ ବିଶ୍ବାଳଙ୍କୁ ୩ ବର୍ଷ ପାଇଁ କାରାଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜରିମାନା ଆଦାୟ ଲାଗି ନିର୍ଦେଶ ଦିଆଯାଇଛି।
ଦୁଇଟି ଜମିପଟ୍ଟା ମ୍ୟୁଟେସନ୍ ମାମଲାରେ ଫାଇଲ ପ୍ରକ୍ରିୟାକରଣ ପାଇଁ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ପାଇଁ ପୂର୍ବତନ କନିଷ୍ଠ କିରାଣି ପଙ୍କଜିନୀ ବିଶ୍ବାଳ ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୩ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ନ ଦେଲେ ୨ ମାସ ଲାଗି ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜଣାଯାଇଛି। ପଙ୍କଜିନୀ ବିଶ୍ବାଳ ଏବେ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସରେ କାର‌୍ୟ୍ୟରତ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930