Indus Valley Times

ଭିିଜିଲାନ୍ସ ଜାଲରେ ଆଇଏଫଏସ ଅଧିକାରୀ

 Breaking News

ଭିିଜିଲାନ୍ସ ଜାଲରେ ଆଇଏଫଏସ ଅଧିକାରୀ

November 25
11:08 2020

ଭୁବନେଶ୍ୱର,୨୫/୧୧ : ଭିଜିଲାନ୍ସ ଜାଲରେ ଆଇଏଫଏସ ଅଧିକାରୀ । ବୁଧବାର ଅତିରିକ୍ତ ପିସିସିଏଫ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଘରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି। ଭୁବନେଶ୍ୱରର ୫ଟି, ମୁମ୍ବଇ ଓ ପୁଣେର ୭ଟି ସ୍ଥାନରେ ଚଢାଉ କରାଯାଇଛି। ଚଢାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031