Indus Valley Times

ଭୁବନେଶ୍ବର ବିମାନବନ୍ଦରରୁ ୨ କେଜି ସୁନା ବିସ୍କୁଟ ଜବତ, ଜଣେ ଗିରଫ

 Breaking News

ଭୁବନେଶ୍ବର ବିମାନବନ୍ଦରରୁ ୨ କେଜି ସୁନା ବିସ୍କୁଟ ଜବତ, ଜଣେ ଗିରଫ

ଭୁବନେଶ୍ବର ବିମାନବନ୍ଦରରୁ ୨ କେଜି ସୁନା ବିସ୍କୁଟ ଜବତ, ଜଣେ ଗିରଫ
September 07
17:55 2023

ଭୁବନେଶ୍ୱର,୭/୯: ଆଜି ରାଜଧାନୀ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପାଖରୁ ଡିଆରଆଇ ବା ଡାଇରେକ୍ଟୋରେଟ ରେଭିନ୍ୟୁ ଇଣ୍ଟେଲିଜେନ୍ସ ପ୍ରାୟ ୧୦ ତୋଳା ସୁନା ଜବତ କରିଛି ।
ଏହି ସୁନାର ଦାମ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଏସବୁ ବିଦେଶରେ ତିଆରି ହୋଇ ଚୋରାରେ ଭୁବନେଶ୍ୱର ଅଣାଯାଇଥିବା ଜଣାପଡିଛି ।
ଭୁବନେଶ୍ୱର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ସୁନା ଜବତ ହୋଇଥିବା ସୂଚନା ଦେଇଛି ଡିଆରଆଇ । ଏହି ସୁନାଗୁଡିକ ବିସ୍କୁଟ ଆକାରରେ ରଖାଯାଇଥିବାବେଳେ ଏହାକୁ ସାରା ଦେଶରେ ବେଆଇନ ଭାବେ ଚାଲାଣ କରାଯିବାର ଥିଲା । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
କଷ୍ଟମ୍ସ ଆକ୍ଟ ୧୯୬୨ରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଗିରଫ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031