Indus Valley Times

ଭୁବନେଶ୍ୱରରେ ଡ୍ରେନେଜ୍ ସମସ୍ୟାର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

 Breaking News

ଭୁବନେଶ୍ୱରରେ ଡ୍ରେନେଜ୍ ସମସ୍ୟାର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱରରେ ଡ୍ରେନେଜ୍ ସମସ୍ୟାର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ
June 03
16:47 2025

ଭୁବନେଶ୍ୱର,୩/୬ : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହାରାଞ୍ଚଳରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନଗମ ପକ୍ଷରୁ ସଫେଇ କରାଯାଇଥିବା ବେଳେ ମଙ୍ଗଳବାର ବିଭାଗୀୟ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ବିଏମସି ଅଞ୍ଚଳରେ ଥିବା ଇସ୍କନ ମନ୍ଦିର, ଭୋଇନଗର ନାଳ ନମ୍ବର ୧, ରାଜୀବ ନଗର ନାଳ ୯ ନମ୍ବର, ବୋମିଖାଲ, ସମେତ ବିଭିନ୍ନ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରିଛନ୍ତି ।
ପୂର୍ବରୁ ବର୍ଷା ଦିନରେ ଏହି ସବୁ ଅଞ୍ଚଳରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୁଏ । କେତେକ ସ୍ଥାନରେ ନିକଟରେ ନୂଆ ନାଳ ତିଆରି ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ବିଏମସି ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031