Indus Valley Times

ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲା BMC

 Breaking News

ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲା BMC

ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲା BMC
August 08
10:12 2021

ଭୁବନେଶ୍ୱର , ୮/୮: ୪ ନମ୍ବର ମାଛ ମାର୍କେଟ ସିଲ୍ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମାଛ ମାର୍କେଟକୁ ସିଲ୍ କରାଯାଇଛି । ଅନିର୍ଦ୍ଧିଷ୍ଟ କାଳ ପାଇଁ ମାଛ ମାର୍କେଟକୁ ବନ୍ଦ କରିଛି BMC। ଏହା ସହ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ ହୋଇଛି ।
ଖବର ଅନୁଯାୟୀ, କୋଭିଡ ଗାଇଡ଼ ଲାଇନ ଉଲଂଘନରେ ୪ନମ୍ବର ମାଛ ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲା ବିଏମସି । ଆଗରୁ ଜୁନ ମାସରେ ୧୫ ଦିନ ପାଇଁ ସିଲ କରିଥିଲା ।
ଅଗଷ୍ଟ ମାସରେ ନୂଆ ଗାଇଡ଼ଲାଇନ ଆସିବା ପରେ ୨ ଥର ଚେତାବନୀ ଦେଇଥିଲା BMC। ହେଲେ BMCର ଚେତାଵନୀକୁ ନମାନି ସର୍ଟଡାଉନରେ ଦୋକାନ ଓ ଗୋଦାମ ଖୋଲି କରୁଥିଲେ ବେପାର । ମାର୍କେଟକୁ ସିଲ କରିବା ସହ ଦୋକାନୀ ଓ ଗୋଦାମ ଉପରେ ମୋଟା ଅଙ୍କର ଫାଇନ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031