Indus Valley Times

ଭୂମିକମ୍ପରେ ଥରିଲା କଳାହାଣ୍ଡି ଓ ନବରଙ୍ଗପୁର, ତ୍ରୀବତା ୩.୫ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

 Breaking News

ଭୂମିକମ୍ପରେ ଥରିଲା କଳାହାଣ୍ଡି ଓ ନବରଙ୍ଗପୁର, ତ୍ରୀବତା ୩.୫ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଭୂମିକମ୍ପରେ ଥରିଲା କଳାହାଣ୍ଡି ଓ ନବରଙ୍ଗପୁର, ତ୍ରୀବତା ୩.୫ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା
March 03
15:08 2022

କଳାହାଣ୍ଡି /ନବରଙ୍ଗପୁର, ୩/୩: ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟ, ଚନ୍ଦାହାଣ୍ଡି ଓ ଝରିଗାଁରେ ମୃଦୁ ଭୂମିକମ୍ପ ଝଟକା ହୋଇଥିବା ଜଣାପଡ଼ିଛି। ମୃଦୁ ଭୂମିକମ୍ପ ଯୋଗୁ ୬ରୁ ୭ ସେକେଣ୍ଡ ଥରି ଉଠିଥିଲା ଭୂପୃଷ୍ଠ। ଫଳରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଥିଲେ।
ଭୂମିକମ୍ପର କେନ୍ଦ୍ର ବିନ୍ଦୁ ଜଣାପଡ଼ିନାହିଁ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୂମିକମ୍ପ ଯୋଗୁ ଅନେକ ଲୋକଙ୍କ ଘରର କାନ୍ଥ ଫାଟିଯାଇଛି। ହେଲେ ବଡ଼ ଧରଣର କିଛି କ୍ଷତି ହୋଇଥିବା ସୂଚନା ମିଳିନାହିଁ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031