Indus Valley Times

ମଇ ୨ରେ ପ୍ରକ।ଶ ପ।ଇବ ୧୦ମ ଶ୍ରେଣୀ ପରୀକ୍ଷ। ଫଳ

 Breaking News

ମଇ ୨ରେ ପ୍ରକ।ଶ ପ।ଇବ ୧୦ମ ଶ୍ରେଣୀ ପରୀକ୍ଷ। ଫଳ

ମଇ ୨ରେ ପ୍ରକ।ଶ ପ।ଇବ ୧୦ମ ଶ୍ରେଣୀ ପରୀକ୍ଷ। ଫଳ
April 30
22:33 2026

କଟକ, ୩୦/୪ : ଓଡ଼ିଶ।ର ଲକ୍ଷ।ଧିକ ଛ।ତ୍ରଛ।ତ୍ରୀଙ୍କ ଅପେକ୍ଷ।ର ଅବସ।ନ ହେବ।କୁ ଯ।ଉଛି। ମ।ଧ୍ୟମିକ ଶିକ୍ଷ। ପରିଷଦ (BSE) ପକ୍ଷରୁ ଚଳିତ ବର୍ଷର ମ।ଟ୍ରିକ ପରୀକ୍ଷ। ଫଳ।ଫଳ ପ୍ରକ।ଶ ପ।ଇଁ ତ।ରିଖ ଘୋଷଣ। ହୋଇଛି। ଆସନ୍ତ। ମେଦ ୨ ତ।ରିଖରେ ପ୍ରକ।ଶ ପ।ଇବ। ମ।ଟ୍ରିକ ରେଜଲ୍ଟ।
ଗତ ମ।ର୍ଚ୍ଚ ୧୧ ତ।ରିଖରେ ପରୀକ୍ଷ। ଶେଷ ହେବ। ପରଠ।ରୁ ଛ।ତ୍ରଛ।ତ୍ରୀ ଓ ଅଭିଭ।ବକମ।ନେ ଏହି ମୁହୂର୍ତ୍ତକୁ ଅତ୍ୟନ୍ତ ଉତ୍ସୁକତ।ର ସହ ଅପେକ୍ଷ। କରୁଥିଲେ।
ଅନେକଙ୍କ ପ।ଇଁ ଏହ। କେବଳ ଏକ ଫଳ।ଫଳ ନୁହେଁ, ଆଗ।ମୀ ଜୀବନର ଦିଗ ନିର୍ଦ୍ଦେଶ କରିବ।ର ପ୍ରଥମ ପଦକ୍ଷେପ। ତେଣୁ ଏହି ରେଜଲ୍ଟକୁ ନେଇ ଉତ୍ସ।ହ ସହ ଭୟ ମଧ୍ୟ ଦେଖ।ଯ।ଉଛି।
ବୋର୍ଡର ସୂଚନ। ଅନୁଯ।ୟୀ, ମେଦ ୨ ତ।ରିଖ ଅପର।ହ୍ଣ ୪ଟ।ରେ ଆନୁଷ୍ଠ।ନିକ ଭ।ବେ ଫଳ।ଫଳ ଘୋଷଣ। କର।ଯିବ। ତ।ପରେ ସନ୍ଧ୍ୟ। ୬ଟ। ପରଠ।ରୁ ଛ।ତ୍ରଛ।ତ୍ରୀମ।ନେ ଅନଲ।ଇନ୍‌ରେ ନିଜର ରେଜଲ୍ଟ ଦେଖିପ।ରିବେ। ଏହ। ପ।ଇଁ ବୋର୍ଡର ଅଫିସିଆଲ୍ ୱେବସ।ଇଟ୍ www.bseodisha.ac.in କିମ୍ବା www.bseodisha.nic.in ଉପଲବ୍ଧ ରହିବ।
କେବଳ ରୋଲ୍ ନମ୍ବର ଓ ଜନ୍ମତ।ରିଖ ଦେଲେ ମ।ତ୍ର କିଛି ସେକେଣ୍ଡ୍‌ରେ ସ୍କ୍ରିନ୍‌ରେ ଫଳ।ଫଳ ଦେଖ।ଯିବ। ଏହି ଡିଜିଟ।ଲ୍ ବ୍ୟବସ୍ଥ। ଦ୍ୱ।ର। ଛ।ତ୍ରଛ।ତ୍ରୀମ।ନେ ସ।ଇବର କ।ଫେ କିମ୍ବ। ନିଜ ମୋବ।ଇଲ୍‌ରୁ ଘରେ ବସି ଖୁବ୍ ସହଜରେ ମ।ର୍କସିଟ୍ ଡ।ଉନଲୋଡ୍ କରିପ।ରିବେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31