Indus Valley Times

ମଙ୍କିପକ୍ସ ନେଇ WHO ଚେତାବନୀ: ୩୯ ଦେଶରେ ୧୬୦୦ ରୋଗୀ, ହୋଇପାରେ ଜରୁରୀକାଳୀନ ବୈଠକ

 Breaking News

ମଙ୍କିପକ୍ସ ନେଇ WHO ଚେତାବନୀ: ୩୯ ଦେଶରେ ୧୬୦୦ ରୋଗୀ, ହୋଇପାରେ ଜରୁରୀକାଳୀନ ବୈଠକ

ମଙ୍କିପକ୍ସ ନେଇ WHO ଚେତାବନୀ: ୩୯ ଦେଶରେ ୧୬୦୦ ରୋଗୀ, ହୋଇପାରେ ଜରୁରୀକାଳୀନ ବୈଠକ
June 15
10:49 2022

ନୂଆଦିଲ୍ଲୀ ୧୫/୬: ମଙ୍କିପକ୍ସକୁ ନେଇ ସାରା ବିଶ୍ବରେ ବଢୁଛି ଚିନ୍ତା । ମଙ୍କିପକ୍ସକୁ ହେଲ୍ ଥ ଏମର୍ଜେନ୍ସି ଘୋଷଣା କରିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, WHO।
ମଙ୍କିପକ୍ସକୁ ହେଲ୍ ଥ ଏମର୍ଜେନ୍ସି ଘୋଷଣା ସଂପର୍କରେ ଆସନ୍ତା ୨୩ ତାରିଖରେ ଜରୁରୀ ବୈଠକ ଡାକ୍ତିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମଙ୍କିପକ୍ସକୁ ଚିନ୍ତାଜନକ ବୋଲି କହିଛନ୍ତି WHO ମୁଖ୍ୟ ।
୨୦୨୦ ଜାନୁଆରୀ ୩୦ରେ କରୋନାକୁ ହେଲଥ ଏମର୍ଜେନ୍ସି ଭାବେ ଘାେଷଣା କରିଥିଲା WHO । ବ୍ରିଟେନରୁ ଏଯାଏ ୪୭୦ ମଙ୍କିପକ୍ସ ରୋଗୀ ଚିହ୍ନଟ ହେଲେଣି ।
ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ । ଗତ ସପ୍ତାହରେ WHO ସୂଚନା ଦେଇଥିଲା ଯେ ଏଯାଏ ୨୮ ଦେଶରୁ ୧୨୮୫ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବ୍ରିଟେନ୍ ପରେ ସ୍ପେନ୍, ଜର୍ମାନ ଏବଂ କାନଡାରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031