Indus Valley Times

ମହାନଦୀକୁ ଡେଉଁଲେ ଯୁବକ, ଖୋଜାଖୋଜି ଜାରି

 Breaking News

ମହାନଦୀକୁ ଡେଉଁଲେ ଯୁବକ, ଖୋଜାଖୋଜି ଜାରି

ମହାନଦୀକୁ ଡେଉଁଲେ ଯୁବକ, ଖୋଜାଖୋଜି ଜାରି
October 17
12:27 2025

ମୁଣ୍ଡଳି, ୧୭/୧୦ : ମୁଣ୍ଡଳି ବ୍ରିଜରୁ ମହାନଦୀକୁ ଡେଇପଡ଼ିଲେ ଯୁବକ। ବ୍ରିଜ ଉପରେ କାର୍ ଥୋଇ ଯୁବକ ଜଣକ ଡେଇଁ ପଡିଛନ୍ତି । ଯୁବକ ଜଣକ ହେଲେ ଶକ୍ତିକାନ୍ତ ସାହୁ। ସେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ବୋଲି ଜଣାପଡିଛି ।
ତେବେ ଶକ୍ତିକାନ୍ତ ଘରୁ ରାଗିକି ପଳାଇ ଆସିଥିଲେ ବୋଲି ସୂଚନା ମିଳିଛି । ବାରଙ୍ଗ ପୁଲିସ ଓ ଅଗ୍ନିଶମ ବିଭାଗ ଖୋଜା ଖୋଜି ଜାରି ରଖିଛି । ପରିବାର ଲୋକ ମଧ୍ୟ ଘଟଣାସ୍ଥଳରେ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031