Indus Valley Times

ମହାରଥୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭତ୍ତି

 Breaking News

ମହାରଥୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭତ୍ତି

October 02
22:16 2020

ଭୁବନେଶ୍ୱର,୨/୧୦ : ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଛି ।
ଶ୍ରୀ ମହାରଥୀଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସେ କୋଭିଡ-୧୯ ସଂକ୍ରମିତ ହେବାପରେ ତାଙ୍କୁ ଖଣ୍ଡଗିରିରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରମାନେ ତାଙ୍କୁ ୪୮ଘଣ୍ଟାର ଅବଜରଭେସନରେ ରଖିଛନ୍ତି। ଗୁରୁବାର ଦିନଠୁ ଡାକ୍ତରମାନେ ତାଙ୍କୁ ୪୮ଘଣ୍ଟାର ଅବଜରଭେସନରେ ରଖିଛନ୍ତି। ଶ୍ରୀ ମହାରଥୀ ପୂର୍ବରୁ ବହୁବିଧ ରୋଗରେ ପୀଡ଼ିତବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031