Indus Valley Times

ମାଲକାନଗିରି : ଏନକାଉଣ୍ଟରରେ ୩ ମାଓବାଦୀ ନିହତ

 Breaking News

ମାଲକାନଗିରି : ଏନକାଉଣ୍ଟରରେ ୩ ମାଓବାଦୀ ନିହତ

ମାଲକାନଗିରି : ଏନକାଉଣ୍ଟରରେ ୩ ମାଓବାଦୀ ନିହତ
February 25
13:16 2024

ମାଲକାନଗିରି, ୨୫/୨: ଛତିଶଗଡ଼ର କାଙ୍କେରରେ ଯବାନ୍ – ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଠାରେ ଚାଲିଥିବା ଏନକାଉଣ୍ଟରରେ ୩ ମାଓବାଦୀ ପ୍ରାଣ ହରାଇଥିବାର ଖବର ମିଳିଛି।
ଏଣେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031