Indus Valley Times

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍, ୮ଟି ବଗି ସଂପୂର୍ଣ୍ଣ ଓଲଟିପଡିଛି

 Breaking News

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍, ୮ଟି ବଗି ସଂପୂର୍ଣ୍ଣ ଓଲଟିପଡିଛି

November 10
10:31 2020

ଜୟପୁର ୧୦।୧୧: କୋରାପୁଟ ଜୟପୁର ମଝିରେ ଥିବା ମାଲବାର ଷ୍ଟେସନ୍ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଛି। ଟ୍ରେନ୍ର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ସେଥିରୁ ୮ଟି ବଗି ସଂପୂର୍ଣ୍ଣ ଓଲଟିପଡିଛି । ଦୁର୍ଘଟଣା ଯୋଗୁଁ ସେହି ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ମିଳିଥିବା ସୂଚନାଅନୁଯାଇ, ସୋମବାର ଦିନ ବିଳମ୍ବିତ ରାତିରେ ମାଲବାହୀ ଟ୍ରେନ୍ଟି ଲୁହା ପଥର ଗୁଣ୍ଡ ନେଇ କିରଣ୍ଡଲରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା । ତେବେ ମାଲବାର ଷ୍ଟେସନ୍ ନିକଟରେ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇ ଓଲଟିପଡିଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031