Indus Valley Times

ମିଳିଲା ହାତ ଲେଖା ଚିଠି, ନିଦ ନ ହେବାରୁ ଆତ୍ମହତ୍ୟା!

 Breaking News

ମିଳିଲା ହାତ ଲେଖା ଚିଠି, ନିଦ ନ ହେବାରୁ ଆତ୍ମହତ୍ୟା!

ମିଳିଲା ହାତ ଲେଖା ଚିଠି, ନିଦ ନ ହେବାରୁ ଆତ୍ମହତ୍ୟା!
September 05
16:33 2022

ଭୁବନେଶ୍ୱର, ୫/ ୯: ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା । ହଷ୍ଟେଲ ରୁମରୁ ମିଳିଲା ଏକ ହାତ ଲେଖା ଚିଠି । ମିଳିଥିବା ଚିଠିଟି ମୃତ ଛାତ୍ରୀଙ୍କ ହୋଇଥିବା ଅନୁମାନ । ନିଦ ନହେବାରୁ ଆତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ ।ଏଥିରେ କାହାର ଦୋଷ ନାହିଁ, ପୋଲିସ କାହାରିକୁ ହଇରାଣ କରନ୍ତୁନି ବୋଲି ଚିଠିରେ ଉଲ୍ଲେଖ ।
( ମୋର ମାଆ ମୋର ପରିବାର ଆରୁ ମୋର ଆଜ୍ଞା ଦିଦିମାନେ , ସାଙ୍ଗସରଧା ଓ ମୋର କଣ୍ଟାକ୍ଟରେ ଥିବା ସାଙ୍ଗସାଥି ସମସ୍ତଙ୍କୁ ମୁଁ କ୍ଷମା ମାଗୁଛେଁ । ଏଥିରେ କାହାର ବି ଦୋଷ ନାଇନ । ଆଉ ଯଦି ବି ପୋଲିସ କେସ୍ ହେବା ଦୟା କରି ଆଜ୍ଞା କେହେକେ ବି କିଛି ନି କରବେ । କଷ୍ଟ ନି ଦେବେ । ମୋତେ ନିଦ ନି ଲାଗବାର ମୁଇ ଶୋଇ ନିପାରବାର ୧ ମିନିଟି ୧ ସେକେଣ୍ଡ ଗୋଟେ ଦିନ ଗୋଟେ ରାତି ବାତବାର ଲାଗି ବହୁତ କଷ୍ଟ ଲାଗୁଛେଁ ।
ନାଁ ମୋବାଇଲ୍ ଦେଖିବାର କେ ନାଁ ଆଉ କିଛି କରବାର ଲାଗି ଇଚ୍ଛା ହିଁ ନି ଲାଗବାର । ମୁଁ କାଣା କରମି କିଛି ବୁଝି ନି ପାରବାର । ଭଗବାନ ମୋତେ ନେଇଯାଅ Sorry Sorry। ପୋଲିସ ଆଜ୍ଞା ଏଥିରେ କାହାର ଭୁଲ ନାଇନ । ଦୟାକରି କାହାକେ କିଛି ନିକରବେ । )

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930