Indus Valley Times

“ମୋ ବିଦ୍ୟୁତ୍” ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

 Breaking News

“ମୋ ବିଦ୍ୟୁତ୍” ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

October 19
20:07 2020

ଭୁବନେଶ୍ବର ୧୯/ ୧୦: ସୋମବାର ଦିନ “ମୋ ବିଦ୍ୟୁତ୍” ଆପ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ । ଜନସାଧାରଣଙ୍କ ସୁବିଧା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ଏହି ଆପକୁ ଭିଡିଓ କନ୍‌ଫରେସିଂ ମାଧ୍ୟମରେ ଲୋକର୍ପ୍ରିତ କରିଛନ୍ତି । ଏଣିକି ଅନ୍ଲାଇନ୍ ଆପ୍ ମାଧ୍ୟମରେ ଜନସାଧାରଣ ବିଦ୍ୟୁତ୍ ବିଲ୍ ପୈଠ କରି ପାରିବେ। ଗ୍ରାହକମାନେ ଅନ୍ଲାଇନ୍ରେ ବିଦ୍ୟୁତ୍ ଦେୟ ଦେଲେ ମିଳିବ ୨ % ରିହାତି। ଏହି ଆପ୍ ମାଧ୍ୟମରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଅଭିଯୋଗର ତୁରନ୍ତ ସାମଧାନ କରାଯାଇ ପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031