Indus Valley Times

ଯାଜପୁରରେ ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା, ହାଇଓ୍ୱା-ସ୍କୁଟି ମୁହାଁମୁହିଁ ଧକ୍କାରେ ଶାଶୂ ମୃତ, ବୋହୂ ଗୁରୁତର

 Breaking News

ଯାଜପୁରରେ ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା, ହାଇଓ୍ୱା-ସ୍କୁଟି ମୁହାଁମୁହିଁ ଧକ୍କାରେ ଶାଶୂ ମୃତ, ବୋହୂ ଗୁରୁତର

February 25
14:57 2023

ବିଂଝାରପୁର,୨୫/୨: ଯାଜପୁର-ସିଂହପୁର ମୁଖ୍ୟ ରାସ୍ତା ମାଇଁନ୍ଦା ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏକ ବାଲି ବୋଝେଇ ହାଇୱା ଯାଜପୁର ଅଭିମୁଖେ ଯାଉଥିବାବେଳେ ସାମ୍ନାପଟୁ ଏକ ସ୍କୁଟିରେ ଶାଶୂ ଓ ବୋହୂ ବିପରୀତ ଦିଗରୁ ଆସୁଥିଲେ। ହାଇୱା ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲଫ ।
ହାଇୱା ଧକ୍କାରେ ଘଟଣାସ୍ଥଳରେ ଶାଶୂଙ୍କର ମୃତ୍ୟୁ ହୋଇଛି। ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ମହିଳାଜଣକ ବିଂଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗ୍ରାମର ଇନ୍ଦ୍ରମଣି ରାଉତଙ୍କ ପତ୍ନୀ ବୋଲି ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031