Indus Valley Times

ଯୁକ୍ରେନ୍‌-ରୁଷିଆ ବିବାଦ ଅପ୍‌ଟେଡ୍‌ସ

 Breaking News

ଯୁକ୍ରେନ୍‌-ରୁଷିଆ ବିବାଦ ଅପ୍‌ଟେଡ୍‌ସ

ଯୁକ୍ରେନ୍‌-ରୁଷିଆ ବିବାଦ ଅପ୍‌ଟେଡ୍‌ସ
February 18
13:38 2022

ସ୍ୱାଗତିକା ଭୂତିଆ
ଭୁବନେଶ୍ୱର,୧୮/୨: ଅଧିକୃତ କ୍ରିମିଆ ଅଞ୍ଚଳରୁ ୧୦ଟି ବୋମାବର୍ଷି ବିମାନକୁ ଫେରାଇ ଆଣିଲା ରୁଷିଆ ।
ୟୁକ୍ରେନ୍ ସୀମାରୁ ଯୁଦ୍ଧ ଟ୍ୟାଙ୍କ୍ ଓ ସାମରିକ ଅସ୍ତ୍ରଶସ୍ତ୍ର ଫେରାଇ ନେଇନେଇଥିବା ରୁଷିଆ କହିଛି ।
କ୍ରିମିଆରେ ସମରାଭ୍ୟାସ ସାରି ଦାଜେସ୍ଥାନ ଏବଂ ଚେଚନିଆ ଅଂଚଳକୁ ଫେରିଛନ୍ତି ରୁଷିଆର ପଦାଧିବାହିନୀ ବୋଲି ରୁଷିଆ ପ୍ରତିରକ୍ଷା ସୂତ୍ରକୁ ଉଦ୍ଧାର କରି ଇଂଟରଫ୍ୟାକ୍ସ ସମ୍ବାଦ ସରବରାହ ସଂସ୍ଥା କହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031