Indus Valley Times

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଓ ପ୍ରତାରଣା ଅଭିଯୋଗରେ ଏମ୍ସ ଭୁବନେଶ୍ବର ଡାକ୍ତର ଗିରଫ

 Breaking News

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଓ ପ୍ରତାରଣା ଅଭିଯୋଗରେ ଏମ୍ସ ଭୁବନେଶ୍ବର ଡାକ୍ତର ଗିରଫ

October 18
18:50 2022

ଭୁବନେଶ୍ୱର, ୧୮/୧୦: ଗିରଫ ହେଲେ ଏମସ୍ ଡାକ୍ତର। ଭୁବେଶ୍ୱରରେ ଥିବା ଏମସ୍ ଡାକ୍ତରଖାନାର ହୃଦରୋଗ ଡାକ୍ତର ଜୟଦୀପ ଦାସ ଗୁପ୍ତାଙ୍କୁ ପୋଲିସ ଗିରଫ କରିଛି। ପ୍ରେମ ପରେ ପ୍ରତାରଣା ଅଭିଯୋଗରେ ତାଙ୍କୁ ମହିଳା ଥାନା ପୋଲି ଗିରଫ କରିଥିବା କୁହାଯାଇଛି।
ଗିରଫ ଅଭିଯୁକ୍ତ ୨ ବର୍ଷ ତଳେ ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରଖି ବାହା ହେବେ ବୋଲି କହିଥିଲେ। ପରେ ଅଭିଯୁକ୍ତ ସମ୍ପୃକ୍ତା ଯୁବତୀଙ୍କ ସହିତ ପ୍ରତାରଣା କରିଥିଲେ। ଯୁବତୀଙ୍କ ବାପାଙ୍କୁ ଚିକିତ୍ସା କରିବା ବାହାନାରେ ସେ ଯୁବତୀଙ୍କ ଫୋନ୍ ନମ୍ୱର ଆଣି ତାଙ୍କ ସହିତ ସମ୍ପର୍କ ଗଢିଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031