ରଜ ପାଇଁ ଶୁଭେଚ୍ଛା ଜଣାଇଲେ ଲେଖକ ତାରାପ୍ରସାଦ ଓ ଲେଖିକା ରଚିତା
June 14
21:53
2023
ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୧୪/୬ : ବିଶିଷ୍ଟ ଲେଖକ ଇଂ ତାରାପ୍ରସାଦ ମିଶ୍ର ଓ ଲେଖିକା ରଚିତା ମିଶ୍ର ରଜୋତ୍ସବ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍ କରି ଓଡିଶା ବାସୀ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରିଛନ୍ତି। ରଜୋତ୍ସବ ଉପଲକ୍ଷେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରଜୋତ୍ସବ ଲୋକମାନଙ୍କ ମଧ୍ୟରେ ଆନନ୍ଦ, ଉଲ୍ଲାସ, ଏକତା ଓ ଭ୍ରାତୃଭାବର ଭାବନା ଭରିଦେଉ ବୋଲି ସେ କାମନା କରିଛନ୍ତି।