Indus Valley Times

ରଣପୁର ବ୍ଲକରେ ବ୍ୟାପକ ରାସନ କାର୍ଡ ଦୁର୍ନୀତି: ଧରଣାରେ ବସିଲେ ବହୁ ଯୋଗ୍ୟ ହିତାଧିକାରୀ

 Breaking News

ରଣପୁର ବ୍ଲକରେ ବ୍ୟାପକ ରାସନ କାର୍ଡ ଦୁର୍ନୀତି: ଧରଣାରେ ବସିଲେ ବହୁ ଯୋଗ୍ୟ ହିତାଧିକାରୀ

October 06
14:27 2020

କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ଼,୬/୧୦: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଖଇରପଲ୍ଲୀ ପଞ୍ଚାୟତ ରେ ଦିନକୁଦିନ ଦୁର୍ନୀତିର ସୀମା ଓ ବିଭାଗୀୟ କର୍ମଚାରୀ ମାନଙ୍କର ମନମାନି ବଢ଼ିବାରେ ଲାଗିଛି। ଖଇରପଲ୍ଲୀ ପଞ୍ଚାୟତ ରେ ରାସନ କାର୍ଡ, ପାଇଖାନା ଓ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି।
ଯୋଗ୍ୟ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ବାଦ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧୀକାରୀ ମାନେ ହାତଗୁଞ୍ଜା ଦେଇ ଯୋଜନାରେ ସାମିଲ ହୋଇଥିବା ଅଭିଯୋଗ ହୋଇଅଛି। ଏସମ୍ପର୍କରେ ଯୋଗ୍ୟ ହିତାଧିକାରୀମାନେ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ । ଏହାର ପ୍ରତିବାନ କରି ଯୋଗ୍ୟ ହିତାଧିକାରୀମାନେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ନାଇଛନ୍ତି । ସମିତି ସଭ୍ୟ ଦୁଃଶାସନ ଜେନା ଙ୍କ ନେତୃତ୍ବରେ ହିତାଧିକାରୀ ମାନେ ବିଡ଼ିଓଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ପ୍ରଶାସନ ଏ ସମ୍ପର୍କରେ ଯେପର‌୍ୟ୍ୟନ୍ତ କୈାଣସି ପଦକ୍ଷେପ ନ ନେଇଛି ସେ ପର‌୍ୟ୍ୟନ୍ତ ଧାରଣାରେ ବସିବାକୁ ଯୋଗ୍ୟ ହିତାଧିକାରୀ ମାନେ ନିଷ୍ପତ୍ତି ନେଇଛନ୍ତି।
ରାସନ କାର୍ଡ, ପାଇଖାନା ଓ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଅଛି। ଯୋଗ୍ୟ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୁ ବାଦ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧୀକାରୀ ମାନେ ହାତଗୁଞ୍ଜା ଦେଇ ଯୋଜନାରେ ସାମିଲ ହୋଇଥିବା ଅଭିଯୋଗ ହୋଇଅଛି। ଏସମ୍ପର୍କରେ ଯୋଗ୍ୟ ହିତାଧିକାରୀମାନେ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଅଛି। ଏହାର ପ୍ରତିବାଦରେ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031