Indus Valley Times

ରାଇରଙ୍ଗପୁର : ଦୁଇ ଦିନିଆ ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ଉତ୍ସବ ଉଦଘାଟିତ

 Breaking News

ରାଇରଙ୍ଗପୁର : ଦୁଇ ଦିନିଆ ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ଉତ୍ସବ ଉଦଘାଟିତ

ରାଇରଙ୍ଗପୁର : ଦୁଇ ଦିନିଆ ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ଉତ୍ସବ ଉଦଘାଟିତ
November 10
09:27 2021

ରାଇରଙ୍ଗପୁର ୧୦/୧୧: ରାଇରଙ୍ଗପୁର ସ୍ଥିତ ଛଉ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରି ସରରେ ଦୁଇ ଦିନିଆ ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ଉତ୍ସବ ଉଦଘାଟିତ ହୋଇଯାଇଛି ।
ପୂର୍ବାଞ୍ଚଳ ଜୋନାଲ ସାଂସ୍କୃତିକ କେନ୍ଦ୍ର କୋଲକାତା, ସାଂସ୍କୃତିକ ମନ୍ତ୍ରାଳୟ ଭାରତ ସରକାର, ଓଡ଼ିଆଭାଷା, ସାହିତ୍ୟ ଓଡିଶା, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତଥା ଜିଲ୍ଲା ପ୍ରଶାସନ ମୟୁରଭଞ୍ଜଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ଉତ୍ସବକୁ ରାଜ୍ୟସଭା ସାଂସଦ ମମତା ମହାନ୍ତ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।
ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆସାମ, ପଞ୍ଜାବ, ଝାରଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ତଥା ଓଡିଶାର ବିଭିନ୍ନ ଆବିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ପରିବେଷଣ କରାଯାଉଛି । ଏହି ଉତ୍ସବ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031