Indus Valley Times

ରାଜ୍ୟରେ କରୋନାରେ ଆଉ ୧୨ଜଣ ମୃତ୍ୟୁ

 Breaking News

ରାଜ୍ୟରେ କରୋନାରେ ଆଉ ୧୨ଜଣ ମୃତ୍ୟୁ

October 31
13:29 2020

ଭୁବନେଶ୍ୱର,୩୧/୧୦: ଓଡ଼ିଶାରେ ଶନିବାର ଦିନ କରୋନାରେ ଆଉ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ମୋଟ୍ ୧୩୨୦ ଜଣଙ୍କର କରୋନାରେ ଜୀବନ ଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
ମୃତ୍ୟୁ ବରଣ କରିଥିବା ୧୨ ଜଣଙ୍କ ଭିତରୁ ଖୋର୍ଦ୍ଧାରୁ ୫ ଅଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୪, ଗଞ୍ଜାମରୁ ଜଣେ, ନୂଆପଡ଼ାରୁ ଜଣେ ଓ କେନ୍ଦୁଝରରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031