Indus Valley Times

ରାଜ୍ୟର ପ୍ରଥମ ସାମ୍ବାଦିକ କରୋନା ଯୋଦ୍ଧାଙ୍କ ପରଲୋକ

 Breaking News

ରାଜ୍ୟର ପ୍ରଥମ ସାମ୍ବାଦିକ କରୋନା ଯୋଦ୍ଧାଙ୍କ ପରଲୋକ

ରାଜ୍ୟର ପ୍ରଥମ ସାମ୍ବାଦିକ କରୋନା ଯୋଦ୍ଧାଙ୍କ ପରଲୋକ
July 12
09:31 2020

ଭୁବନେଶ୍ୱର,୧୨/୭: ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ସାମ୍ବାଦିକଙ୍କର କରୋନାରେ ମୁତ୍ୟୁ ହୋଇଛି ।
ମୃତକ ହେଉଛନ୍ତି ଦୈନିକ ଖବର କାଗଜ ସମାଜ ହିଂଜିଳି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ। କରୋନା ସଂକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ରାତିରେ ତାଙ୍କର ପରାଲୋକ ହୋଇଛି। ଗତ କିଛି ଦିନ ଧରି ସେ ଭୁବନେଶ୍ୱରର ଏକ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକର ସମାଜ ହିଂଜଳି ପ୍ରତିନିଧି ପ୍ରୀୟଦର୍ଶୀ ପଟ୍ଟନାୟକ ୪୨ବର୍ଷରେ ମୃତ୍ୟୁ ଘଟିିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031