Indus Valley Times

ରାସ୍ତାକଡ଼ରେ ଗାଡ଼ି ରଖି ଜଳଖିଆ ଖାଉଥିଲେ; ଡିକି ଭାଙ୍ଗି ନେଇଗଲେ ଅଳଙ୍କାର

 Breaking News

ରାସ୍ତାକଡ଼ରେ ଗାଡ଼ି ରଖି ଜଳଖିଆ ଖାଉଥିଲେ; ଡିକି ଭାଙ୍ଗି ନେଇଗଲେ ଅଳଙ୍କାର

July 10
12:29 2024

ଭଞ୍ଜନଗର, ୧୦/୭: ଦୁର୍ବୃତ୍ତମାନେ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟିନେଇଥିବାର ଖବର ମିଳିଛି। ଦୁର୍ବୃତ୍ତମାନେ ୧୫ କେଜି ରୂପା ଓ ୧୫୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗହଣା ବ୍ୟବସାୟୀ ବ୍ୟବସାୟ ସାରି ଘରକୁ ଫେରୁଥିବା ବେଳେ ଲୁଟର ଶିକାର ହୋଇଛଥିବା କୁହାଯାଉଛି।
ଗଞ୍ଜାମ ଜିଲ୍ଲା ଚମଖଣ୍ଡି ଥାନା ନରେନ୍ଦ୍ରପୁର ଛକ ନିକଟରେ ଗତକାଲି ସଂଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ଦୁଇ ଜଣ ଯୁବକ ବାଇକରେ ଆସି ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031