Indus Valley Times

ରାୟଗଡ଼ା : ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସ୍ଵଛ ଭାରତ ଅଭିଯାନ

 Breaking News

ରାୟଗଡ଼ା : ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସ୍ଵଛ ଭାରତ ଅଭିଯାନ

February 22
12:11 2022

ଚନ୍ଦ୍ରଭାନୁ ସିଂଙ୍କ ରିପୋର୍ଟ
ରାୟଗଡ଼ା,୨୨/୨ :ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର କାମ୍ପୋମାଳିଗାଁ ଆନୁକୂଲ୍ୟରେ ସ୍ଵଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଥିଲା । ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର କାମ୍ପୋମାଳିଗାଁ ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ା ସୁଭଦ୍ରା ବେହେରାଙ୍କ ତତ୍ତ୍ୱବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ଚିକିତ୍ସା ଅଧିକାରୀ ସ୍ୱଚ୍ଛତା ଉପରେ ସମସ୍ତଙ୍କୁ ଅବଗତ କରାଇବା ସହ ସ୍ୱାସ୍ଥ୍ୟ ସହ ସ୍ୱଚ୍ଛତାର ସାମଞ୍ଜସ୍ୟ କିଭଳି ରହିଛି ତାହା ପ୍ରାଞ୍ଜଳ ଭାବେ କାର୍ଯ୍ୟକର୍ମ ରେ ବୁଝାଇଥିଲେ ଏବଂ ସୁସ୍ଥ ସମାଜ ଗଠନରେ ସୁସ୍ଥ ପରିବେଶର ଆବଶ୍ୟକତା ରହିଛି ବୋଲି କହିବା ସହ ଉତ୍ତମ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତଙ୍କୁ ଏଦିଗରେ ଅଗାଇବା ପାଇଁ କହି ଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031