Indus Valley Times

ଲତା ଦିଦି ଗୀତ ମାଧ୍ୟମରେ ଅମର ରହିବେ : ଲେଖକ ଇଂ ତାରାପ୍ରସାଦ

 Breaking News

ଲତା ଦିଦି ଗୀତ ମାଧ୍ୟମରେ ଅମର ରହିବେ : ଲେଖକ ଇଂ ତାରାପ୍ରସାଦ

ଲତା ଦିଦି ଗୀତ ମାଧ୍ୟମରେ ଅମର ରହିବେ : ଲେଖକ ଇଂ ତାରାପ୍ରସାଦ
February 06
20:03 2022

ଅକ୍ଷୟ ରାଉତ
ଯାଜପୁର ,୬/୨: ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରିଛନ୍ତି । ବିଶିଷ୍ଟ ଲେଖକ ଇଂ ତାରାପ୍ରସାଦ ମିଶ୍ର ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ମିଶ୍ର କହିଛନ୍ତି ,ଲତା ମଙ୍ଗେସକରଙ୍କ ପରଲୋକ କଥା ଜାଣି ମୁଁ ବହତୁ ଦୁଃଖିତ । ସେ ସାର ଦେଶର ସୁର ସମ୍ରାଜ୍ଞୀ ଥିଲେ ।
ତାଙ୍କ ପରଲୋକ ଯୋଗୁ ସଂଗୀତ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସେ ସବୁଦିନ ପାଇଁ ଗୀତ ମାଧ୍ୟମରେ ଅମର ରହିବେ ବୋଲି ମିଶ୍ର କହିଛନ୍ତି । ଏହା ସହିତ ଇଂ ଅରୁଣ ପଟନାୟକ,ସମାଜସେବୀ ମୋହନ ମହାରଣା, ସସ୍ମିତା ବେହେରା ସମେତ ବିଭିନ୍ନ ମହଲରେ ଲତା ଦିଦି ପାଇଁ ଶୋକ ବ୍ୟକ୍ତ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031