Indus Valley Times

ଶାରଦୀୟ ଦୁର୍ଗା ପୂଜା ଅବସରରେ ଶ୍ରୀ ସୃଜନ’,ନୟାଗଡ ୟୁଟ୍ୟୁବ୍ ଚ୍ୟାନେଲ୍ ଦ୍ବାରା ପ୍ରସ୍ତୁତ

 Breaking News

ଶାରଦୀୟ ଦୁର୍ଗା ପୂଜା ଅବସରରେ ଶ୍ରୀ ସୃଜନ’,ନୟାଗଡ ୟୁଟ୍ୟୁବ୍ ଚ୍ୟାନେଲ୍ ଦ୍ବାରା ପ୍ରସ୍ତୁତ

ଶାରଦୀୟ ଦୁର୍ଗା ପୂଜା ଅବସରରେ ଶ୍ରୀ ସୃଜନ’,ନୟାଗଡ ୟୁଟ୍ୟୁବ୍ ଚ୍ୟାନେଲ୍ ଦ୍ବାରା ପ୍ରସ୍ତୁତ
October 21
20:26 2023

ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୧/୧୦ : ଶାରଦୀୟ ଦୁର୍ଗା ପୂଜା ଅବସରରେ’ଶ୍ରୀ ସୃଜନ’,ନୟାଗଡ ୟୁଟ୍ୟୁବ୍ ଚ୍ୟାନେଲ୍ ଦ୍ବାରା ପ୍ରସ୍ତୁତ ସଙ୍ଗୀତ ଭିଡିଓ “ଓ ମା ଦୁର୍ଗା ମା’ ଅନୁଷ୍ଠାନର ସଭାପତି ନାଟ୍ୟ ଭୂଷଣ ଡ.ବିଜୟ କୁମାର ଚୌଧୁରୀ, ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସୁର ଗନ୍ଧର୍ବ ନବକିଶୋର ମିଶ୍ର, ମନୋଜ କୁମାର ମିଶ୍ର,ଶ୍ରୀକାନ୍ତ ଖଟେଇ,ଡ.ନିର୍ମଳ ଚନ୍ଦ୍ର ଶୂରଦେଓ, ଦାମୋଦର ସାହୁ, ନିରଞ୍ଜନ ମିଶ୍ର, ଧନେଶ୍ଵର ପ୍ରଧାନ,ଅଜୟ କୁମାର ସେଠୀ ,କାଦମ୍ବିନୀ ମହାପାତ୍ର, ମଧୁସ୍ମିତା ବେହେରା, ବିରଞ୍ଚି ବେହେରା,ସମସ୍ତ ସଦସ୍ୟ ସଦସ୍ୟା ଓ ଅନେକ ଭକ୍ତଙ୍କ ଗହଣରେ ଆନୁଷ୍ଠାନିକ ଭାବେ ମୁକ୍ତିଲାଭ କରିଛି।
ଇଂ.ଲକ୍ଷ୍ମୀଧର ନାୟକ ଏହି ଗୀତଟି ରଚନା କରିଥିବା ବେଳେ ଏହାକୁ ଅନୁଷ୍ଠାନର ସମ୍ପାଦିକା ଅଧ୍ୟାପିକା ଜୟଶ୍ରୀ ଦେବୀ ସଙ୍ଗୀତରେ ସଜାଇବା ସହ କଣ୍ଠଦାନ କରିଛନ୍ତି।ଉପସ୍ଥିତ ସମସ୍ତଙ୍କ ମତରେ ଗୀତଟି ବେଶ୍ ଲୋକାଦୃତ ଓ ପ୍ରଶଂସା ସାଉଁଟିବ ବୋଲି ମତ ବ୍ୟକ୍ତ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031