Indus Valley Times

ଶୀତକାଳୀନ ଅଧିବେଶନର ୩୦ଟି କାର୍ଯ୍ୟଦିବସ,ଡିସେମ୍ବର ୩୧ ଯାଏ ଚାଲିବ

 Breaking News

ଶୀତକାଳୀନ ଅଧିବେଶନର ୩୦ଟି କାର୍ଯ୍ୟଦିବସ,ଡିସେମ୍ବର ୩୧ ଯାଏ ଚାଲିବ

ଶୀତକାଳୀନ ଅଧିବେଶନର ୩୦ଟି କାର୍ଯ୍ୟଦିବସ,ଡିସେମ୍ବର ୩୧ ଯାଏ ଚାଲିବ
October 30
19:29 2024

ଭୁବନେଶ୍ୱର,୩୦/୧୦: ନଭେମ୍ବର ୨୬ରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ। ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ। ବୁଧବାର ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ନୂଆ ସରକାର ଆସିବା ପରେ ପ୍ରଥମ ଥର ୨୬ରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930