Indus Valley Times

ଆସନ୍ତା ୨୩ରେ ଶ୍ରୀ ମନ୍ଦିର ଖୋଲିବ, ପ୍ରଥମ ପର୍ଯ୍ୟାୟରେ ସେବାୟତ ପରିବାରର ସଦସ୍ୟଙ୍କୁ ଦର୍ଶନ ପାଇଁ ଅନୁମତି

 Breaking News

ଆସନ୍ତା ୨୩ରେ ଶ୍ରୀ ମନ୍ଦିର ଖୋଲିବ, ପ୍ରଥମ ପର୍ଯ୍ୟାୟରେ ସେବାୟତ ପରିବାରର ସଦସ୍ୟଙ୍କୁ ଦର୍ଶନ ପାଇଁ ଅନୁମତି

ଆସନ୍ତା ୨୩ରେ ଶ୍ରୀ ମନ୍ଦିର ଖୋଲିବ, ପ୍ରଥମ ପର୍ଯ୍ୟାୟରେ  ସେବାୟତ ପରିବାରର ସଦସ୍ୟଙ୍କୁ ଦର୍ଶନ ପାଇଁ ଅନୁମତି
December 18
13:05 2020

ପୁରୀ,୧୮/୧୨: ଆସନ୍ତା ୨୩ ତାରିଖରେ ଶ୍ରୀ ମନ୍ଦିର ଖୋଲିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ପୁରୀ ସେବାୟତ ପରିବାରର ସଦସ୍ୟଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ । ପରେ ୱର୍ଡ ଅନୁଯାୟୀ ଟୋକନ ମଧ୍ୟମରେ ପୁରୀ ପୌରାଞ୍ଚଳବାସୀଙ୍କୁ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି । ଏହି ସମୟରେ କୋଭିଡ୍ ନେଗେଟିଭ୍ ରିପୋର୍ଟର ଆବଶ୍ୟକତା ନାହିଁ । ଜାନୁଆରୀ ୩ପରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ଓ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି କରିଛି। ୩ ତାରିଖଠାରୁ ଦର୍ଶନ ବ୍ୟବସ୍ଥା ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟର ଆବଶ୍ୟକ ରହିଛି।
ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ସେ କହିଛନ୍ତି। କୋଭିଡ୍ କଟକଣା ମାନି ଶ୍ରଦ୍ଧାଳୁ ଦର୍ଶନ କରିବେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031