Indus Valley Times

ଶ୍ୟାମସୁନ୍ଦରପୁର ଠାରେ ଔଷଧିୟ ବୃକ୍ଷ ଉଦ୍ୟାନର ଉଦ୍ଘାଟନ କଲେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ

 Breaking News

ଶ୍ୟାମସୁନ୍ଦରପୁର ଠାରେ ଔଷଧିୟ ବୃକ୍ଷ ଉଦ୍ୟାନର ଉଦ୍ଘାଟନ କଲେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ

ଶ୍ୟାମସୁନ୍ଦରପୁର ଠାରେ ଔଷଧିୟ ବୃକ୍ଷ ଉଦ୍ୟାନର ଉଦ୍ଘାଟନ କଲେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ
November 04
11:13 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୧୧: ହରଭଂଗା ବ୍ଳକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଠାରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏକ ଔଷଧିୟ ବୃକ୍ଷ ଉଦ୍ୟାନର ଉଦ୍ଘାଟନ କରିଛନ୍ତି ।
ବନଖଣ୍ଡ ଅଧିକାରୀ ଦେବପ୍ରୀୟ କମ୍ପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇଥିଲେ । ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଔଷଧିୟ ବୃକ୍ଷ ଉଦ୍ୟାନ ପରିସରରେ ବୃକ୍ଷରୋପଣ କରିଥିଲେ ।
ବନବିଭାଗ ଦ୍ୱାରା ଏହି ଔଷଧିୟ ବୃକ୍ଷ ଉଦ୍ୟାନରେ ବିଭିନ୍ନ ପ୍ରକାରର ୨୫ ଶହରୁ ଅଧିକ ବୃକ୍ଷ ରୋପଣ କରାଯିବ । ଆୟୋଜିତ କାର୍ଯ୍ୟକ୍ରମରେ ଇଉୠ ମିନାଖି କୁମୁରା, ଇଉୠ ଆଶିଷ କହଁରଙ୍କ ସମତେ ବନ ବିଭାଗର ଅଧିକାରୀ , କର୍ମଚାରୀ , ଗ୍ରାମବାସୀମାନେ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031