Indus Valley Times

ସାବଧାନ ! ମାର୍କେଟରେ ମିଳୁଛି ନକଲି ଏବଂ ନିମ୍ନମାନର ଔଷଧ

 Breaking News

ସାବଧାନ ! ମାର୍କେଟରେ ମିଳୁଛି ନକଲି ଏବଂ ନିମ୍ନମାନର ଔଷଧ

ସାବଧାନ ! ମାର୍କେଟରେ ମିଳୁଛି ନକଲି ଏବଂ ନିମ୍ନମାନର ଔଷଧ
December 02
12:35 2025

ଭୁବନେଶ୍ୱର, ୨।୧୧ : ସାବଧାନ! ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ। ପାନ-୪୦, ପାନଟପ, ଟେଲମା, ପାରାସିଟାମଲ ପରି ୮୦ ନକଲି ଔଷଧ ବଜାରରେ ବୁଲୁଛି ।
ଏପରି ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି ମେଡିସିନ। ଆଉ ୩୮୮ଟି ନିମ୍ନ ମାନର ମେଡିସିନ ବଜାରରେ ବୁଲୁଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ତେବେ ଗତ ୪ ବର୍ଷରେ ଅଢେଇ କୋଟିର ଅଧିକ ଟଙ୍କାର ନକଲି ମେଡିସିନ ଜବତ କରିସାରିଲେଣି ସରାକର । ୨୦୨୧ ରୁ ୨୦୨୪-୨୫ ଭିତରେ ୧୬୮ଟି ନକଲି ମେଡିସିନ ଚିହ୍ନଟ ହୋଇଛି ।
ସେହିଭଳି ୩୮୮ଟି ନିମ୍ନମାନର ମେଡିସିନ ଯାହାକି ଆବଶ୍ୟକୀୟ ଗୁଣବତ୍ତା ଏବଂ ପ୍ରଭାବଶାଳୀ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି । ଅର୍ଥାତ ଘଝଛ ବା ଘଙଞ ଙୠ ଝଞଇଘଊଇଜଊ ଛଟଇଖଓଞଣ । ୨୦୨୧ରେ ୭୯ଟି, ୨୦୨୨ରେ ୬୪ ଟି, ୨୦୨୩ରେ ୧୪ଟି ଏବଂ ୨୦୨୪ରେ ୧୧ଟି ନକଲି ମେଡିସିନ ଚିହ୍ନଟ ହୋଇଛି ବୋଲି ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031