Indus Valley Times

ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ‘ହୋମ୍ ଆଇସୋଲେସନ୍’ ଅନୁମତି ଦେବେ ରାଜ୍ୟ ସରକାର

 Breaking News

ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ‘ହୋମ୍ ଆଇସୋଲେସନ୍’ ଅନୁମତି ଦେବେ ରାଜ୍ୟ ସରକାର

ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ‘ହୋମ୍ ଆଇସୋଲେସନ୍’ ଅନୁମତି ଦେବେ ରାଜ୍ୟ ସରକାର
July 13
20:05 2020

ଭୁବନେଶ୍ୱର: ଦିନକୁ ଦିନ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ଏହାର ମୁକାବିଲା ପାଇଁ ଏବେ ଓଡ଼ିଶା ସରକାର ଏକ ନୂଆ କୋଭିଡ ପରିଚାଳନା ରଣନୀତି ଆରମ୍ଭ କରିବାକୁ ଯାଉଛନ୍ତି ଯେଉଁ କରୋନା ଆକ୍ରାନ୍ତଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ଥିବ ଅଥବା ଲକ୍ଷଣ ପ୍ରକାଶ ପାଉ ନଥିବ ସେମାନେ ଏବେ ନିଜ ଘରେ ସମସ୍ତ ନିୟମ ମାନି ଆଇସୋଲେସନରେ ରହି ପାରିବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031