Indus Valley Times

ସାଲୁଙ୍କି ନଦୀରେ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଭାଇ-ଭଉଣୀ ମୃତ

 Breaking News

ସାଲୁଙ୍କି ନଦୀରେ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଭାଇ-ଭଉଣୀ ମୃତ

ସାଲୁଙ୍କି ନଦୀରେ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଭାଇ-ଭଉଣୀ ମୃତ
April 17
21:10 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୭/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଛତିଘର ଗାଁ ର ସାଲୁଙ୍କି ନଦୀ ରେ ଗାଧୋଉଥିବା ବେଳେ ଗୋଡ଼ ଖସି ଯିବାରୁ ଦୁଇ ଭାଇ-ଭଉଣୀ ନଦୀରେ ବୁଡ଼ି ଯାଇଥିଲେ ।
ପାଖରେ ଥିବା ଲୋକେ ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କରି ଟିକାବାଲି ଡାକ୍ତରଖାନା ନିଆଯାଇଥିବା ବେଳେ ଉଭୟଙ୍କୁ ଟିକାବାଲି ମେଡିକାଲ ଡାକ୍ତର ମୃତ ଘୋଷଣା କରିଛନ୍ତି କ୍ଷ
ମୃତ୍ୟୁ ବରଣ କରିଥିବା ଭାଇ ଭଉଣୀ ଛତିଘର ଗ୍ରାମର ଯୁଧିଷ୍ଠିର ଦେହୁରୀ ଙ୍କ ପୁଅ ସତ୍ୟଜିତ ଦେହୁରୀ(୫) ହୋଇଥିବା ବେଳେ ଝିଅ ଯାଜ୍ଞସେନି ଦେହୁରୀ(୪) ହୋଇଥିବା ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031