Indus Valley Times

ସିଡିଏସ ଜେନେରାଲ ରାୱତ, ପତ୍ନୀ ଓ ଅନ୍ୟ ସାମରିକ ଅଧିକାରୀଙ୍କ ବିୟୋଗରେ ସମାଜସେବୀ ବିଶ୍ୱ ରଞ୍ଜନଙ୍କ ଗଭୀର ଶୋକ ପ୍ରକାଶ

 Breaking News

ସିଡିଏସ ଜେନେରାଲ ରାୱତ, ପତ୍ନୀ ଓ ଅନ୍ୟ ସାମରିକ ଅଧିକାରୀଙ୍କ ବିୟୋଗରେ ସମାଜସେବୀ ବିଶ୍ୱ ରଞ୍ଜନଙ୍କ ଗଭୀର ଶୋକ ପ୍ରକାଶ

December 09
17:18 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
କୁଏତ ,୯/୧୨: ହେଲିକପଟର ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ ଓ ଅନ୍ୟ ୧୧ ପ୍ରତିରକ୍ଷା ଅଧିକାରୀଙ୍କ ନିଧନରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ସମାଜସେବୀ ବିଶ୍ୱ ରଞ୍ଜନ ସାହୁ ।
ଏହା ଏକ ଅପ୍ରତ୍ୟାଶିତ ଦୁଃଖଦ ଘଟଣା ବୋଲି ନିଜର ସମବେଦନା ଜଣାଇଛନ୍ତି । ଦେଶ ପାଇଁ ଏହା ଅପୂରଣୀୟ କ୍ଷତି ବୋଲି ବିଶ୍ୱ ରଞ୍ଜନ ନିଜର ଶୋକବାର୍ତ୍ତାରେ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031