Indus Valley Times

ସୁକିନ୍ଦା ରାଜନୀତି ବିଜେପିକୁ ପ୍ରତ୍ୟାଖ୍ୟାନ କରି ବିଜେଡି ହାତ ଧରୁଛନ୍ତି କର୍ମୀ :ପୁଣି ଦଳ ଛାଡି ବିଜେଡିରେ ମିଶିଲେ ବିଜେପି କର୍ମୀ

 Breaking News

September 04
10:08 2023

ଅକ୍ଷୟ ସାହୁଙ୍କ ରିପୋର୍ଟ
ଯାଜପୁର, ୪/୯ : ପୁଣି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ବିଜେପି କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଆଜି ଦାନଗଦୀ ବ୍ଲକ ଓଲ୍ଲଳ ପଞ୍ଚାୟତର ବିଜେପି ଯୁବ ସଂଗଠକମାନେ ବିଜେଡିରେ ଯୋଗ ଦେଇଛନ୍ତି।
ଦଳୀୟ ଉତ୍ତରୀୟ ଦେଇ ଏହି କର୍ମୀ ମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଏହି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମୟରେ ବିଜେପିର କର୍ମୀ ବିଧାୟକଙ୍କ କାର୍ଯ୍ୟଧାରାରେ ଆକୃଷ୍ଟ ହୋଇ ବିଜେଡିରେ ସାମିଲ ହେଉଛନ୍ତି ।
ଫଳରେ ବିଜେପି ବେଶ ଦୁର୍ବଳ ହେଉଛି । ଯାହା ନିର୍ବାଚନ ମଣ୍ଡଳୀର ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ଦାନଗଦି ବ୍ଲକ ପ୍ରତିନିଧି ପ୍ରଦୀପ ମହାନ୍ତି ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031