Indus Valley Times

ହକି ବିଶ୍ୱକପକୁ ବୌଦ୍ଧରେ ବିପୁଳ ସ୍ୱାଗତ

 Breaking News

ହକି ବିଶ୍ୱକପକୁ ବୌଦ୍ଧରେ ବିପୁଳ ସ୍ୱାଗତ

January 04
21:52 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୧ : ବୌଦ୍ଧଜିଲ୍ଲାରେ ହକି ବିଶ୍ୱ କପ୍ କୁ ବିପୁଳ ସ୍ୱାଗତ କରାଯାଇଛି । ଗତକାଲି ରାତ୍ରିରେ ମନମୁଣ୍ଡାଠାରେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେରଙ୍କ ନେତୃତ୍ୱରେ ବିଶ୍ୱକପକୁ ସ୍ୱାଗତ କରାଯିବା ସହିତ ବୌଦ୍ଧ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା ।
ବୌଦ୍ଧରେ ବିଶ୍ୱକପ୍ ପହଞ୍ଚିବାପରେ ଜିଲ୍ଲାପ୍ରଶାସନ ପକ୍ଷରୁ ସର୍କିଟ ହାଉସଠାରେ ସ୍ୱାଗତ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031