Indus Valley Times

୧୩ ଶୀତଳଭଣ୍ଡାର ପାଇଁ କାମ ଆରମ୍ଭ ହୋଇଛି: ଉପମୁଖ୍ୟମନ୍ତ୍ରୀ

 Breaking News

୧୩ ଶୀତଳଭଣ୍ଡାର ପାଇଁ କାମ ଆରମ୍ଭ ହୋଇଛି: ଉପମୁଖ୍ୟମନ୍ତ୍ରୀ

୧୩ ଶୀତଳଭଣ୍ଡାର ପାଇଁ କାମ ଆରମ୍ଭ ହୋଇଛି: ଉପମୁଖ୍ୟମନ୍ତ୍ରୀ
October 24
18:37 2025

ଭୁବନେଶ୍ୱର,୨୪/୧୦: ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ରାଜ୍ୟରେ କୃଷି ବିଭାଗ ପକ୍ଷରୁ ରବି କ୍ୟାମ୍ପେନ ଆରମ୍ଭ ହୋଇଥିବା ସେ କହିଛନ୍ତି।
ଡାଲି ଏବଂ ତୈଳବିଜ ଚାଷ ପାଇଁ ରବି କ୍ୟାମ୍ପେନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ଦ୍ୱାର ଆଳୁ ଏବଂ ଡାଲିରେ ଓଡ଼ିଶା ଆତ୍ମନିର୍ଭର ହୋଇପାରିବ।
ପଶ୍ଚିମବଙ୍ଗ ଆଉ ନାଲି ଆଖି ଦେଖାଇ ପାରିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ସିଂଦେଓ କହିଛନ୍ତି। ଆଳୁ ଚାଷ ପାଇଁ ଚାଷୀଙ୍କୁ ୩ ଲକ୍ଷ ମେଟ୍ରିକ ଟନ୍ ବିହନ ଯୋଗାଇ ଦିଆଯାଇଛି। ଏପରିକି ୧୩ ଶୀତଳ ଭଣ୍ଡାର କାମ ମଧ୍ୟ ଆରମ୍ଭ ହୋଇଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031