୧୮ ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ର ଜ୍ୟୋତିଙ୍କ ମୃତ ଦେହ
September 20
10:04
2021
ଭୁବନେଶ୍ୱର ୨୦/୯: ରାଜଧାନୀ ଶତାଦ୍ଧୀ ନଗର ଡ୍ରେନ୍ରୁ ଛାତ୍ର ନିଖୋଜ ଘଟଣା । ୧୮ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ର ଜ୍ୟୋତିଙ୍କ ମୃତଦେହ । ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ଭୁବନେଶ୍ୱର ପଞ୍ଚସଖା ନଗର ଡ୍ରେନ୍ରୁ ଠାବ ହୋଇଛି ଜ୍ୟୋତିଙ୍କ ମୃତଦେହ ।
ସୂଚନାଯୋଗ୍ୟ ଯେ, ରବିବାର ଦିନ ଅପରାହ୍ନ ସମୟରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା ।