Indus Valley Times

୨୪ ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘର ଟେନିଶା ମେହେର ଇଣ୍ଡିଆନ ରାଉଣ୍ଡ ବାଳିକା ବିଭାଗରେ ୬୪୨ ସ୍କୋର ସହ ତୃତୀୟ ସ୍ଥାନ ପାଇ ବ୍ରୋଞ୍ଜ ପଦକ ହାସଲ

 Breaking News

October 30
11:08 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୧୦: ସୁବର୍ଣ୍ଣପୁର ଜିଲ୍ଲାର ବିରମହାରାଜପୁରଠାରେ ଆୟୋଜିତ ୨୪ ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘର ତୀରନ୍ଦାଜୀ ଟେନିଶା ମେହେର ଇଣ୍ଡିଆନ ରାଉଣ୍ଡ ବାଳିକା ବିଭାଗରେ ୬୪୨ ସ୍କୋର ସହ ତୃତୀୟ ସ୍ଥାନ ପାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧର ଦଶମ ଶ୍ରେଣୀ ଛାତ୍ରୀ ଟେନିଶା ମେହେର ବୁଟୁପାଲି, ବୌଦ୍ଧର ଶ୍ରୀମତୀ ସନ୍ତୋଷିନୀ ମେହେର ଓ ସମାଜସେବୀ ଇନ୍ଦ୍ରମଣି ମେହେରଙ୍କ ସୁକନ୍ୟା ଅଟନ୍ତି ।
ଟେନିଶା ମେହେର ବର୍ତ୍ତମାନ ସରକାରୀ କ୍ରୀଡା ଛାତ୍ରାବାସ ସୁନ୍ଦରଗଡ଼ରେ ତୀରନ୍ଦାଜ କ୍ଷେତ୍ରରେ ପ୍ରଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ବାନାରାଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଛନ୍ତି ।
ଟେନିଶା ମେହେରଙ୍କ କୃତିତ୍ୱରେ ବୌଦ୍ଧ ତୀରନ୍ଦାଜ ସଙ୍ଘ, ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତଥା ବୌଦ୍ଧବାସୀ ଓ କ୍ରୀଡ଼ାବିତ ମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031