Indus Valley Times

୪ ପୁଲିସ୍ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା, ଘାଣ୍ଟିବ କ୍ରାଇମବ୍ରାଞ୍ଚ

 Breaking News

୪ ପୁଲିସ୍ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା, ଘାଣ୍ଟିବ କ୍ରାଇମବ୍ରାଞ୍ଚ

୪ ପୁଲିସ୍ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା, ଘାଣ୍ଟିବ କ୍ରାଇମବ୍ରାଞ୍ଚ
December 01
11:33 2021

ଭୁବନେଶ୍ୱର ୧/୧୨: ୨୦୧୭ରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାର ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ନେଇ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଅଧିକାରୀ ହେଲେ କୋରାପୁଟ ଜୟପୁର ଟାଉନ ଥାନାର ପୂର୍ବତନ ଥାନାଧିକାରୀ ତପନ ନାରାୟଣ ରଥ, ପୂର୍ବତନ ସବ ଇନ୍ସପେକ୍ଟର ଶିବ ପ୍ରସାଦ ସାହୁ, ରାଜେଶ ବଳିଆରସିଂ ଏବଂ ତତକାଳିନ ଝଊଚଙ ରାଜେନ୍ଦ୍ର ପ୍ରସାଦ ସେନାପତି ।
ଆକାଶ ମହୁରିଆ ନାମକ ଜଣେ ଯୁବକଙ୍କୁ ହତ୍ୟା କରି ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା ଅଭିଯୋଗରେ ମାମଲା ରୁଜ୍ଜୁ ହୋଇଛି । ନିଜ ଆଡୁ ମାମଲା ରୁଜ୍ଜୁ କରି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ଆକାଶ ନାମରେ ୧୪ଟି ଅପରାଧୀକ ମାମଲା ରହିଥିଲା । ଗୋଡାଇବା ବେଳେ ବାଇକରୁ ପଡି ତାଙ୍କ ମୃତ୍ୟୁ ଘଟିଥିବା ତଦନ୍ତ ବେଳେ ପୋଲିସ କହିଥିଲା । ହେଲେ ଆକାଶକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031