Indus Valley Times

୫ଟି ମେଗା ପ୍ରକଳ୍ପ ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଂଜୁରୀ

 Breaking News

୫ଟି ମେଗା ପ୍ରକଳ୍ପ ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଂଜୁରୀ

୫ଟି ମେଗା ପ୍ରକଳ୍ପ ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଂଜୁରୀ
November 05
22:16 2020

ରାଜ୍ୟ ସରକାର ଗୁରୁବାର ଦିନ ୫ଟି ମେଗା ପ୍ରକଳ୍ପ ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଯାହାକି ୯୨ ହଜାର ୭୧୩ କୋଟିର ମେଗା ପ୍ରକଳ୍ପ ଅନୁଷ୍ଠିତ ହେବ । ଫୂଳରେ ସବୁ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୩୧,୯୭୯ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କ୍ଲିୟରାନ୍ସ  ଅଥରିଟି ପକ୍ଷରୁ ସବୁଜ ସଂକେତ ଦିଆଯାଇଥିବା ୫ଟି ପ୍ରକଳ୍ପ ହେଲା, ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ବାରର କ୍ଷମତା ସଂପ୍ରସାରଣ, ଜେଏସଏଲର କ୍ଷମତା ସଂପ୍ରସାରଣ, ଏସାର ମିନମେଟର ବେନିଫିସିଏସନ ଓ ପେଲେଟ ପ୍ରକଳ୍ପ, ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ବେନିଫିସିଏସନ ଓ ପେଲେଟ ପ୍ରକଳ୍ପର କ୍ଷମତା ସଂପ୍ରସାରଣ ଓ ସମ୍ବଲପୁରସ୍ଥିତ ଶ୍ୟାମ ମେଟାଲିକ୍ସର କ୍ଷମତା ସଂପ୍ରସାରଣ ପ୍ରକଳ୍ପ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031