ବରଦା ଦାସଙ୍କ ରିପୋର୍ଟକଟକ,୧୯/୧୦ : କଲିକତା ଓ ଝାରସୁଗୁଡ଼ା ରୁ ଥେରା ପିଷ୍ଟ ବିଶେଷଜ୍ଞ ସହକାରୀ ପ୍ରଫେସର ଅନିତା ବଜାଜ ଅଗ୍ରୱାଲା, ଡ଼ ସିବସଙ୍କର ଶର୍ମା ଓ ସୁନୀତା ଅଗ୍ରୱାଲା ୧୮ ଓ ୧୯ ରେ ମାରୁଆଡି କ୍ଳବ୍ ଠାରେ ମାରୁଆଡି
ଭୁବନେଶ୍ୱର,୧୯/୧୦ : ୨୦୨୨ ବର୍ଷର ଓଡ଼ିଶ। ଲୋକ ସେବ। ଆୟୋଗ ଦ୍ୱ।ର। ପରିଚ।ଳିତ ଓଏଏସ୍ ଫଳ।ଫଳ ପ୍ରକ।ଶ ପ।ଇଛି । ମୋଟ୍ ୬୮୩ ଜଣ ପରୀକ୍ଷ।ର୍ଥୀ କୃତକ।ଣðý ହୋଇଛନ୍ତି । ଶ୍ୱେତ।ଶ୍ରୀ ମହ।ପ।ତ୍ର ଓଏଏସ୍ ପ୍ରଥମ ସ୍ଥ।ନ ଅଧିକ।ର କରିଛନ୍ତି ।ସେହିପରି
ଗଞ୍ଜାମ, ୧୯/୧୦ : ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନେ ବାଣ ଭିଡୁଥିଲେ। ହଠାତ୍ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୬ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଦୀପାବଳି ପୂର୍ବରୁ ଏପରି ଭୟଙ୍କର ବିସ୍ଫୋରଣ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଘଟିଛି।ଖଲ୍ଲିକୋଟ
ଭୁବନେଶ୍ୱର,୧୯/୧୦ : କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ।
MAHARASTRA,OCT 19 : A week after NCP leader and former Maharashtra minister Baba Siddique was shot dead outside Zeeshan Siddique’s
ରାଉରକେଲା,୧୯/୧୦ : ରାଉରକେଲା ବନ୍ଧମୁଣ୍ଡାରେ ବଡ଼ ଧରଣର ଡକାୟତି ହୋଇଛି। ଫିଲ୍ମ ଷ୍ଟାଇଲରେ ଏହି ଡକାୟତି ହୋଇଥିବା ଜଣାପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ପରିବାରର
NEW DELHI, OCT 19 : A layer of smog was seen in Delhi on Saturday morning as air quality in
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା,୧୯/୧୦ :ମୋଟା ଅଙ୍କର ଟଙ୍କା ନେଇ ଅସ୍ତ୍ରପଚାର ସଫଳ ହୋଇଛି କହିବା ପରେ ମେଡିକାଲ ପକ୍ଷରୁ ପରିବାର ଲୋକଙ୍କୁ ମୃତ ହେଇଥିବା ସୂଚନା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୯/୧୦: ମାଓ ପ୍ରବଣ ବୌଦ୍ଧଜିଲ୍ଲାରେ ମାଓ ଗତିବିଧି ବୃଦ୍ଧି ପାଉଥିବା ବେଳେ ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ,ବି.