By A.K. Sahoo Bhubaneswar, Feb. 22: In a groundbreaking development, Lulu Group, the Middle East’s leading retail and shopping mall operator, is set to expand its sourcing operations to Odisha,
ଭୁବନେଶ୍ୱର,୨୨/୨ : KIIT ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର୍ଜୁ ରାନା ଦେଉବାଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି।ଆଲୋଚନା ବେଳେ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ସମ୍ବଲପୁର.୨୨/୨ : ଲିଭର ପ୍ରତ୍ୟାରୋପଣ ପରେ ବି ଆଖି ବୁଜିଲେ ସାନ ଯାଆ । ସମସ୍ତ ଚେଷ୍ଟା, ପ୍ରାର୍ଥନା ସ୍ୱତେ ଆଖି ବୁଜିଲେ ସମ୍ବଲପୁର ଝାଙ୍କରପାଲ୍ଲୀ ଗାଁର ସାନ ଯାଆ ।ଝାଙ୍କରପାଲ୍ଲୀ ଅଞ୍ଚଳର ମହିଳା ଜଣକ ଗତକାଲି ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ
ଭୁବନେଶ୍ୱର,୨୨/୨ : ପିସିସି ସଭାପତି ନିୁଯୁକ୍ତ ପରେ ରାଜ୍ୟରେ କଂଗ୍ରେସ ଆକ୍ସନ ମୋଡକୁ ଆସିଛି। କଂଗ୍ରେସ କ୍ୟାମ୍ପରେ ହଲଚଲ୍ ମିଶନ ଘର ସଜଡା।ପ୍ରଥମେ ଦଳରୁ ବହିଷ୍କୃତ ଏବଂ
NEW DELHI,FEB 22 : Former RBI governor Shaktikanta Das has been appointed Principal Secretary to the Prime Minister. “The Appointments
ବଲାଙ୍ଗୀର,୨୨/୨ : ୩ ମାସ ହେଲା ଦରମା ମିଳୁ ନ ଥିବାରୁ ଜଣେ ସହକାରୀ ଶିକ୍ଷକ ମୂଲ ଲାଗିବାକୁ ଯିବେ ବୋଲି ପ୍ରଧାନଶିକ୍ଷକଙ୍କୁ ଛୁଟି ଦରଖାସ୍ତ ଦେବା
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୨୨/୨ : ଟିପି ନର୍ଦନ ଓଡ଼ିଶାଡିଷ୍ଟ୍ରିବ୍ୟୁସନ୍ଲିମିଟେଡ୍ (ଟିପିଏନଓଡିଏଲ)ର ସିଇଓ ଦ୍ୱିଜଦାସ ବସାକଙ୍କୁ ସମ୍ମାନଜନକ ବିଜନେସ୍ଲିଡର୍ ଅଫ୍ ଦି ଇୟର ଆୱାର୍ଡସସମାରୋହରେ ‘ସିଇଓ ଅଫ୍
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୨/୨: ବନାଗ୍ନୀ ରୋକିବାକୁ ଖରାଦିନ ପୂର୍ଵରୁ ଆଗୁଆ ପଦକ୍ଷେପ ନେଉଛି ବନବିଭାଗ । ବାଲିଗୁଡା ବନଖଣ୍ଡ ର ଡ଼ିଏଫଓ ବିଶ୍ୱରାଜ ପଣ୍ଡା






