ବ୍ରହ୍ମପୁର,୧୬/୯ : ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକଚମକ ଦେଇଥିବା ନେଇ ଅଭିଯୋଗ ହୋଇଛି ।ଫଳରେ ବିଜେଡି
ଡାକ୍ତର ସତ୍ୟାଜିତ୍ ନାୟକ,ଆଇପିଏସକଟକ, ୧୬/୯ : ଭାରତ ଏକ ପର୍ବପର୍ବାଣୀର ଦେଶ। ଏଠାରେ ବିଭିନ୍ନ ଧର୍ମ, ଜାତି ଓ ସମ୍ପ୍ରଦାୟର ଲୋକମାନେ ବର୍ଷସାରା ଅନେକ ପର୍ବପର୍ବାଣୀ ପାଳନ କରିଥାନ୍ତି। ଏହି ସମସ୍ତ ପର୍ବ ମଧ୍ୟରୁ ବିଶ୍ୱକର୍ମା ପୂଜା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ।
ଓଡ଼ିଶା, ୧୬/୯ : ଗୋଟିଏ ଦିନରେ ଜଳ ନେଇଛି ୬ ଜଣଙ୍କ ଜୀବନ । ଗଞ୍ଜାମରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ୩ ଜଣ ନାବାଳକ ଛାତ୍ର ପ୍ରାଣ ହରାଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୩ ଜଣ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି
NEW DELHI, SEP 15 : Ending nearly six years of zero-fee UPI merchant payments, the government on Tuesday introduced a
ଆଇଜି ଡ. ସତ୍ୟଜିତ ନାୟକ, ଆଇପିଏସ୍କଟକ, ୧୫/୯ : ଆଗାମୀ ଗଣେଶ ପୂଜାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ପରିବେଶମିତ୍ର ଭାବେ ପାଳନ କରିବାକୁ କେନ୍ଦ୍ରାଞ୍ଚଳ ଆଇଜି ଡ.
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୫/୯ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସଂଲଗ୍ନ ଗୋଷାଣୀ ବ୍ଲକର ନୂଆ କେରେଣ୍ଡି ଗ୍ରାମ ନିକଟରେ ରାସ୍ତା ଓ ଭଙ୍ଗା
By Prakasha Panigrahi New Delhi, Sep15 : Vande Bharatam, Mr Gautam Adani’s nationwide initiative to discover and celebrate India’s grassroots
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର/ରାୟଗଡ଼ା, ୧୫/୯ : ବିଦ୍ୟୁତ୍ ବିଭାଗର ଚରମ ଅବହେଳା ପୁଣି କାଢି ନେଲା ଏକ ନିରୀହ ଜୀବନ। ଗାଈ ଚରାଇ ଘରକୁ ଫେରୁଥିବା






